ସାମୋଆ - ଉଇକିପିଡ଼ିଆ

ସାମୋଆ

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ ।

ସାମୋଆ ଦେଶ ବା ସାମୋଆ ସାଧାରଣତନ୍ତ୍ର , ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱିପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏହାର ପ୍ରମୁଖ ଭାଗ ଦୁଇଟି ହେଉଛନ୍ତି ସଭାଇ ଏବଂ ଉପୋଲୂ । ଦେଶର ରାଜଧାନୀ ହେଉଛି ଅପିଆ । ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ବର୍ଷ ଆଗରୁ ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆର ଅଧିବାସୀମାନେ ଏଠାକୁ ଆସି ସେମାନଙ୍କର ବସତି ସ୍ଥାପନ କରିଥିବାର ବିଶ୍ୱାସ କରାଯାଏ । ୟୁରୋପୀୟମାନଙ୍କ ଭିତରେ ଫରାସୀ ବ୍ୟବସାୟୀମାନେ ଏଠାକୁ ଆସିଥିବା ବିଶ୍ୱାସ କରାଯାଏ । ପରେ ୧୭୦୦ ଖ୍ରୀ.ଅରେ ଇଂରେଜମାନେ ସେଟାକୁ ଆସିଥିଲେ । ୧୮୩୦ରେ ସେମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଓ ବ୍ରିଟେନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାରୁ, ଜର୍ମାନୀ ପ୍ରଥମେ ସାମୋଆ ଉପରେ ଆକ୍ରମଣ କରିଥିଲା । ୧୯୧୪ରେ ନିଉଜିଲ୍ୟାଣ୍ଡ ଏହାକୁ ଅଧିକାର କରିନେଇଥିଲା । ପରେ ୧୯୪୬ ମସିହାରେ ଏହା ଜାତିସଂଘର ଏକ ସ୍ୱୟଂଶାସିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିଲା । ୧ ଜାନୁଆରୀ ୧୯୬୨ରେ ସାମୋଆ ପ୍ରଥମ ପଲିନେସୀୟ ଦେଶ ଭାବରେ ସ୍ୱାଧୀନତା ପାଇଥିଲା ଓ ଏହାକୁ "କମନ୍ ୱେଲଥ ରାଷ୍ଟ୍ର" ଗୁଡିକର ସଦସ୍ୟ ଭାବେ ମାନ୍ୟତା ମିଳିଥିଲା । ୧୫ ଜାନୁଆରୀ ୧୯୭୬ରେ ଏହାକୁ ଯୁକ୍ତରାଷ୍ଟ୍ରର ଏକ ସାଧାରଣତନ୍ତ୍ର ଦେଶ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା ।[୭] ଏହି ଦେଶର ଅଧିବାସୀମାନେ ପ୍ରଶାନ୍ତ ମହାସାଗରରେ ଭ୍ରମଣ କରିବାରେ ମହିର ଥିଲେ ଓ ଦେଶର ଅବସ୍ଥିତି ଅନ୍ୟମାନକୁ ମହାସାଗର ମାଧରେ ଦିଗ ନିରୂପଣ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା , ତେଣୁକରି ୟୁରୋପୀୟମାନେ ଏହାକୁ "ଦିଗବାରେଣୀ ଦ୍ୱିପପୁଞ୍ଜ" ମଧ୍ୟ କହିବାର ନଜିର ଅଛି । [୮][୯]

Independent State of Samoa

Malo Saʻoloto Tutoʻatasi o Sāmoa  (Samoan)
Flag of Samoa
Coat of arms of Samoa
Flag Coat of arms
ରାଷ୍ଟ୍ରାଦର୍ଶ: "Faʻavae i le Atua Sāmoa"
"Samoa is founded on God"
ଜାତୀୟ ସଙ୍ଗୀତ: O le fuʻa o le saʻolotoga o Samoa
"The Banner of Freedom"
The National Anthem of Samoa
Location of Samoa
ରାଜଧାନୀଅପିଆ
13°50′S 171°45′W / 13.833°S 171.750°W / -13.833; -171.750
ବୃହତ୍ତମ ସହରApia
ସରକାରୀ ଭାଷା
ଜାତି
(2001)
ଧର୍ମ
Christianity (official)
ଜାତୀୟତାSamoan
GovernmentUnitary parliamentary democracy
• O le Ao o le Malo
Va'aletoa Sualauvi II
• Prime Minister
Naomi Mataʻafa
ବିଧାନ ମଣ୍ଡଳLegislative Assembly
Independence from New Zealand
• Treaty of Berlin
14 June 1889
16 February 1900
1 March 1900
30 August 1914
• League mandate
17 December 1920
• UN trusteeship
13 December 1946
• Western Samoa Act 1961
1 January 1962
କ୍ଷେତ୍ରଫଳ
• ମୋଟ
2,842 km2 (1,097 sq mi) (167th)
• ଜଳଭାଗ (%)
0.3
ଲୋକସଂଖ୍ୟା
• November 2016 census
192,342[à­¨]
• ଘନତା
68/km2 (176.1/sq mi)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2016 estimate
• ମୋଟ
$1.046 billion[à­©]
• ମୁଣ୍ଡପିଛା
$5,368[à­©]
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2016 estimate
• ମୋଟ
$876 million[à­©]
• ମୁଣ୍ଡପିଛା
$4,496[à­©]
ମାନବ ବିକାଶ ସୂଚନାଙ୍କ (2014)Increase 0.702[୪]
high · 105th
ମୁଦ୍ରାTala (WST)
ସମୟ ମଣ୍ଡଳUTC+13b (UTC+13:00)
• Summer (DST)
UTC+14 (UTC+14:00)
ରାସ୍ତା ଚାଲିବା ପାଖleftc
ଟେଲିଫୋନ କୋଡ଼+685
Internet TLD.ws
  1. Head of state.
  2. Since 31 December 2011.[à­«]
  3. Since 7 September 2009.[à­¬]

ଇତିହାସ ସମ୍ପାଦନା

ସାମୋଆ ଦେଶର ସବୁଠୁ ପୁରୁଣା ତଥ୍ୟ ବର୍ତ୍ତମାନ ନିଉଜିଲ୍ୟାଣ୍ଡ ଦେଶର ବୈଜ୍ଞାନିକ ମାନଙ୍କ ପାଖରେ ରହିଛି । ସେମାନକ ଅନୁଯାୟୀ ଏହି ଦେଶ "ଲପିତ" ଯୁଗର ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । [୧୦]

 
Studio photo depicting preparation of the Samoa 'ava ceremony c. 1911.
 
Interior of Samoan house, Apia, Urville 1842.

ସ୍ୱାଧୀନତା ସମ୍ପାଦନା

ଶାସନ ସମ୍ପାଦନା

ଭୌଗଳିକ ଅବସ୍ଥିତି ସମ୍ପାଦନା

ଅର୍ଥନୀତି ସମ୍ପାଦନା

ସଂସ୍କୃତି ସମ୍ପାଦନା

  1. ↑ "Samoa". CIA – The World Factbook. Archived from the original on 2016-05-21. Retrieved 2017-10-01.
  2. ↑ "Census 2016 Preliminary Count". Samoa Bureau of Statistics. p. 3. Archived from the original on 17 September 2017. Retrieved 2 February 2017.
  3. ↑ ୩.୦ ୩.୧ ୩.୨ ୩.୩ "Samoa". International Monetary Fund.
  4. ↑ "2015 Human Development Report Statistical Annex" (PDF). United Nations Development Programme. 2015. p. 13. Retrieved 14 December 2015.
  5. ↑ Staff/Agencies (31 December 2011). "Samoa skips Friday in time zone change". ABC Australia. Archived from the original on 8 January 2012. Retrieved 16 January 2012.
  6. ↑ Chang, Richard S. (8 September 2009). "In Samoa, Drivers Switch to Left Side of the Road". The New York Times. Retrieved 23 May 2010.
  7. ↑ "List of Member States: S". United Nations. Retrieved 27 November 2007.
  8. ↑ "The Navigator Islands". The Argus. 2 January 1882.
  9. ↑ "Samoa – The Heart of Polynesia". Polynesian Culture Center. Archived from the original on 24 July 2011.
  10. ↑ Green, Roger C.; Leach, Helen M. (1989). "New Information for the Ferry Berth Site, Mulifanua, Western Samoa". Journal of the Polynesian Society. 98 (3): 319–330. Archived from the original on 10 May 2011. Retrieved 30 January 2011.
"https://or.wikipedia.org/w/index.php?title=ସାମୋଆ&oldid=516562"ରୁ ଅଣାଯାଇଅଛି